ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜର ଡାକ୍ତରଙ୍କୁ କରୋନା: ଅନ୍ୟ ଡାକ୍ତର ଓ କର୍ମଚାରୀ ଭୟଭୀତ

ଭୁବନେଶ୍ୱର : ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି। ଡାକ୍ତରଜଣକ ନିୟମିତ ଭାବେ ଏକ ଓପିଡି (ବହିର୍ବିଭାଗ)ରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏଭଳି ପରିସ୍ଥିତିରେ ସଂପୃକ୍ତ ଡାକ୍ତର ସଂକ୍ରମିତ ହେବାକୁ ନେଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ସଂପୃକ୍ତ ଡାକ୍ତରଜଣଙ୍କ ବ୍ୟକ୍ତିଗତ କାରଣ ପାଇଁ ୨/୩ଦିନ ପୂର୍ବରୁ ହସ୍ପିଟାଲକୁ … Continue reading ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜର ଡାକ୍ତରଙ୍କୁ କରୋନା: ଅନ୍ୟ ଡାକ୍ତର ଓ କର୍ମଚାରୀ ଭୟଭୀତ